୧୪ରେ ପାଦଦେଲା କମିସନରେଟ୍ ପୁଲିସ : ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ଲକ୍ଷ୍ଚ୍ୟୁତ

ଭୁବନେଶ୍ବର: କମିସନରେଟ୍‌ ପୁଲିସକୁ ୧୪ ବର୍ଷ ପୂରିଛି। ୨୦୦୮ ଜାନୁଆରି ୧ରେ ଦ୍ବୈତନଗରୀ ଭୁବନଶ୍ବେର-କଟକକୁ ନେଇ ଗଠିତ ହୋଇଥିଲା କମିସନରେଟ୍ ପୁଲିସ। ଏହି ୧୪ବର୍ଷ ଭିତରେ ୭ଜଣ ଆଇପିଏସ୍‌ ପୁଲିସ କମିସନର୍ ଭାବେ ଦାୟିତ୍ବ ତୁଲାଇଛନ୍ତି। ନୂଆ ଥାନା, ଫାଣ୍ଡି ପ୍ରତିଷ୍ଠା ହୋଇଛି। ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ନୂଆ ଯୋଜନା ହୋଇଛି। କିନ୍ତୁ କମିସନରେଟ୍‌ ପୁଲିସ ବ୍ୟବସ୍ଥା ପାଇଁ ଅପରିହାର୍ଯ୍ୟ ଆଇନଶୃଙ୍ଖଳା ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ ଅଲଗା … Continue reading ୧୪ରେ ପାଦଦେଲା କମିସନରେଟ୍ ପୁଲିସ : ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ଲକ୍ଷ୍ଚ୍ୟୁତ